ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଉ ତ୍ରାହି ନାହିଁ, କୋର୍ଟରେ ଦୋଷୀ ପ୍ରମାଣିତ ହେଲେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ
22/04/2018 at 12:16 AM

ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଉ ତ୍ରାହି ନାହିଁ । କୋର୍ଟରେ ଦୋଷୀ ପ୍ରମାଣିତ ହେଲେ ଦୁଷ୍କର୍ମକାରୀଙ୍କୁ ଏଥର ମୃତ୍ୟୁଦଣ୍ଡ ନିଶ୍ଚିତ । କେନ୍ଦ୍ର କ୍ୟାବିନେଟ୍ ଆଜି ଏ ସଂକ୍ରାନ୍ତ ଅଧ୍ୟାଦେଶ ଆଣିଥିବା ବେଳେ ଆଇପିସି, ସିଆରପିସି, ଏଭିଡେନ୍ସ ଆକ୍ଟ, ଏବଂ ପୋକସୋ ଆଇନରେ କରାଯାଇଛି ସଂଶୋଧନ । ଆଇନକୁ ଏପରି କଡ଼ା କରାଯାଇଛି, ଦୁଷ୍କର୍ମକାରୀଙ୍କୁ ଆଉ ଆଗୁଆ ଜାମିନ୍ ମିଳିବ ନାହିଁ ।
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023