ନାବାଳିକାକୁ ପୁଣି ଦୁଷ୍କର୍ମ ଅଭିଯେ।ଗ !
12/05/2018 at 6:53 AM

କେନ୍ଦ୍ରାପଡା ନିକିରାଇ ଥାନା ଆମ୍ବପଡା ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯେ।ଗ ହେ।ଇଛି । ନାବାଳିକାର ଟ୍ୟୁସନ୍ ମାଷ୍ଟର ଦୁଷ୍କର୍ମ କରିଛି । ଅଭିଯୁକ୍ତ ଜଣକ ହେଲେ କଳସିଙ୍ଗା ଗାଁର ଗଣେଶ ନାୟକ । ତାକୁ ଗିରଫ କରି ଅଧିକ ତଦନ୍ତ କରୁଛି ପେ।ଲିସ ।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023