ଦୁର୍ଘଟଣାର ୧୦ ଦିନ ପରେ ବି ଉଦ୍ଧାର ହୋଇପାରିନାହିଁ ଫସି ରହିଥିବା ଦୁଇ ଜେସିବି ଅପରେଟର୍
10/06/2018 at 1:02 AM

ଦୁର୍ଘଟଣାର ୧୦ ଦିନ ପରେ ବି ଉଦ୍ଧାର ହୋଇପାରି ନାହାନ୍ତି ରାଣୀଗଡ଼ ଗୁମ୍ମା ପଥର କ୍ବାରୀରେ ଫସି ରହିଥିବା ଦୁଇ ଜେସିବି ଅପରେଟର୍ । ଗୁରୁବାର ଠାରୁ ଆଜି ସୁଦ୍ଧା ୭ଟି କଂଟ୍ରୋଲ୍ ବ୍ଲାଷ୍ଟିଂ କରାଯାଇ ଥିବା ବେଳେ ଏବେ ଠାବ ହେଲା ଜେସିବି । ଦୁଇ ଜେସିବି ଅପରେଟର୍ ସଞ୍ଜୟ ଦାସ ଓ ଘନଶ୍ୟାମ ଗୁରୁଙ୍କୁ ଠାବ କରାଯାଇ ପାରିନାହିଁ । ତେବେ ପ୍ରବଳ ପଚାଗନ୍ଧ ସୂଚାଇ ଦେଉଛି, ସେମାନେ ବଞ୍ଚି ରହିଥିବା ସମ୍ଭାବନା କମ୍ ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023