suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୁର୍ଘଟଣାରେ ମାମୁ ମୃତ , ଭଣଜା ଗୁରୁତର

17/05/2018 at 5:01 AM

ଦୁର୍ଘଟଣାରେ ମାମୁ ମୃତ , ଭଣଜା ଗୁରୁତର । ବାଲେଶ୍ବର ଖନ୍ତପଡା ଥାନା ସଟି ଗୋପାଳପୁର ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଓଲଟିବାରୁ ଜଣକର ମୃତ୍ୟୁ ହୋଇଛି । ମୃତକ ହେଲେ ବିଷ୍ଣୁପୁର ଅଞ୍ଚଳର ପ୍ରବୀର ପଣ୍ଡା । ଗୁରୁତର ଭଣଜାକୁ ଅଶ୍ବିନୀ ପଣ୍ଡାକୁ ପ୍ରଥମେ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Leave a Reply

   Related Posts