ଦାଦାବଟି ମାଗି ୩ ଗିରଫ
1/05/2018 at 11:24 AM

ମାହାଙ୍ଗା ପଡିଲା ଦାଦାବଟି
ଲକ୍ଷ୍ମୀ କଷ୍ଟ୍ରକ୍ସନ କମ୍ପାନୀ ମ୍ୟନେଜରଙ୍କୁ ମାରଣାସ୍ତ୍ର ଦେଖାଇ ଦଦବାଟି ମାଗୁଥିଲେ ୩ ଯୁବକ
୩ ଯୁବକଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ
୩ ଯୁବକଙ୍କ ଠାରୁ ବିପୁଳ ମାରଣାସ୍ତ୍ର ଜବତ କରିଛି ପୋଲିସ
Prameya News7, News7 Odia, Odisha Latest News, Odisha Current Headlines, Odisha News Online