scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତିତିଲି ବାତ୍ୟା ଓ ବନ୍ୟାରେ ନିଖୋଜ ଥିବା ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର

19/10/2018 at 3:57 PM

ଗଜପତି ୧୯/୧୦ : ତିତିଲି ବାତ୍ୟା ଓ ବନ୍ୟାରେ ଗଜପତି ମାହାଡ ଗାଁର ୭ ଜଣ ନିଖୋଜ ଥିବା ଘଟଣାରେ ଆଜି ପୁଣି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି | ପୂର୍ବରୁ ଜଣକର ମୃତଦେହ ଉଦ୍ଧାର ହୋଇଥିଲା | ଗ୍ରାମର ଦୁଇକୂଳରୁ ମିଳିଛି ଦୁଇ ମୃତଦେହ | ଗାଁର ଦୁଇ ଜଣକ ଶବ ଦାହ ହୋଇଛି | ତେବେ ଶବ ପଚି ଯାଇଥିବାରୁ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ | ଏବେ ବି ୪ ଜଣ ନିଖୋଜ ଅଛନ୍ତି |

   Related Posts