ତିତିଲି ବାତ୍ୟା ଓ ବନ୍ୟାରେ ନିଖୋଜ ଥିବା ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର
19/10/2018 at 3:57 PM

ଗଜପତି ୧୯/୧୦ : ତିତିଲି ବାତ୍ୟା ଓ ବନ୍ୟାରେ ଗଜପତି ମାହାଡ ଗାଁର ୭ ଜଣ ନିଖୋଜ ଥିବା ଘଟଣାରେ ଆଜି ପୁଣି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି | ପୂର୍ବରୁ ଜଣକର ମୃତଦେହ ଉଦ୍ଧାର ହୋଇଥିଲା | ଗ୍ରାମର ଦୁଇକୂଳରୁ ମିଳିଛି ଦୁଇ ମୃତଦେହ | ଗାଁର ଦୁଇ ଜଣକ ଶବ ଦାହ ହୋଇଛି | ତେବେ ଶବ ପଚି ଯାଇଥିବାରୁ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ | ଏବେ ବି ୪ ଜଣ ନିଖୋଜ ଅଛନ୍ତି |
Related Posts
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023