oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ତତଲା କଢେଇରେ ବଲାଙ୍ଗୀର ସହର

30/05/2018 at 10:34 PM

କେରଳ ଛୁଇଛି ମୌସୁମି । ଓଡିଶାରେ ତାତିରୁ ନାହିଁ ନିସ୍ତାର। ଆଉ କିଛି ଦିନ ପରେ ଓଡିଶା ଛୁଇଁବ ମୌସୁମି। ହେଲେ ଆଜି ମଧ୍ୟ ଓଡିଶାର ସବୁଠୁ ଉତ୍ତତ୍ପ ସହ ବଲାଙ୍ଗୀର ଜିଲ୍ଲାରେ ଜାରି ରହିଛି ଗ୍ରୀଷ୍ମର ତାପମାତ୍ରା। ପୁଣି ରେକର୍ଡ କରିଛି ଟିଟିଲାଗଡ । ଗତ କାଲି ୪୭ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ତତି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ସେପଟେ ସକାଳ ୮ ଟାରୁ ଘରୁ ବାହାରକୁ ବାହାରିବା ମୁସକିଲ ହୋଇପଡିଥିବା ବେଳେ ରାତିରେ ମଧ୍ୟ ଗୁଳୁଗୁଳି ଯୋଗୁଁ ଲୋକଙ୍କୁ ନାହିଁ ନିସ୍ତାର।

Leave a Reply

   Related Posts