LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଡାକ୍ତରଖାନା ପରିସରରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ

3/05/2018 at 10:32 PM

ଡାକ୍ତରଖାନା ପରିସରରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ। ଦେଖିବାକୁ କେହି ନାହିଁ। ସେବା କରିବାକୁ କେହି ନାହିଁ। ପାଦ, ହାତରେ ପୋକ ସାଲୁବାଲୁ ହେଲେଣି। ନାଁକୁ ମାତ୍ର କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଡାକ୍ତରଖାନା ପରିସରରେ ଥିବା ଫୁଟ୍ପାଥ୍ରେ ପଡି ଛଟପଟ ହେଉଛନ୍ତି। ରୋଗୀ ଓ୍ବାର୍ଡରୁ ଆସି କିଭଳି ଫୁଟ୍ପାଥ୍ରେ ପଡି ଛଟପଟ ହେଉଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଅପିରିଚିତ ରୋଗୀଙ୍କ ସଂଖ୍ୟା ବଢୁଛି, ଏହା ଏକ ସାମାଜିକ ବ୍ୟାଧି ପାଲଟିଲାଣି ବୋଲି କହୁଛନ୍ତି କର୍ତ୍ତୃପକ୍ଷ।

Leave a Reply

   Related Posts