ଟନେଲ ଭିତରେ ୭ ଘଣ୍ଟା ଯାଏଁ ଜୀବନ ସହ ସଂଗ୍ରାମ କରିଥିବା କଟକର ପ୍ରାଣକୃଷ୍ଣ ମୁଦୁଲି ଏବେ ବିପଦମୁକ୍ତ
18/05/2018 at 10:36 PM

ଟନେଲ ଭିତରେ ୭ ଘଣ୍ଟା ଯାଏଁ ଜୀବନ ସହ ସଂଗ୍ରାମ କରିଥିବା କଟକର ପ୍ରାଣକୃଷ୍ଣ ମୁଦୁଲି ଏବେ ବିପଦମୁକ୍ତ, କଟକ ବଡ ମେଡିକାଲରେ ସେ ଏବେ ଚିକିତ୍ସାଧୀନ, କିନ୍ତୁ ପ୍ରଶ୍ନ ହେଲା ଏତେବଡ ଅଘଟଣ ଘଟିଲା କିପରି, କାହାର ଅବହେଳା କାରଣରୁ ଏସବୁକିଛି ଘଟିଥିଲା, ତେବେ ସେ ନେଇ ଯେଉଁ ତଥ୍ୟ ନ୍ୟୁଜ୍ ସେଭେନ ହାତରେ ଲାଗିଛି ତାହା ବେଶ୍ ଚାଞ୍ଚଲ୍ୟକର। କିନ୍ତୁ ସେହି ସାଂଘାତିକ ସତ ସରକାରୀ ତଦନ୍ତ ବେଳେ ସ୍ଥାନ ପାଇବତ, କାରଣ ସମସ୍ତ ଘଟଣାର ବିଭାଗୀୟ ତଦନ୍ତ ହେବ ବୋଲି କହିଛନ୍ତି କଟକ ମେୟର, ସେପଟେ କିନ୍ତୁ ପ୍ରଣକୃଷ୍ଣଙ୍କ ପରିବାର ସିଧାଶଳଖ ଅଭିଯୋଗ କରିଛନ୍ତିକି, ପ୍ରାଣକୃଷ୍ଣ ଅସୁସ୍ଥ ଥାଇବି ତାଙ୍କୁ କାମରେ ଲଗାଯାଇଥିଲା, ଏବଂ ଦୁର୍ଘଟଣା ଘଟିବା ପରେ କେହି ଜଣେବି ହେଲେ , ତାଙ୍କ ପରିବାରକୁ ଶଙ୍ଖଳିବାକୁ ଆସିନାହାଁନ୍ତି।
Related Posts
ବସ୍ରେ ହେଉଥିଲେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ
3 October 2023
ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ଭୁଜାଲି ମାଡ଼ରେ ମହିଳା ଗୁରୁତର
3 October 2023