ଝୁଣି ଝୁଣି ମାରିଦେଲା ଭାଲୁ
3/05/2018 at 11:15 PM

ଝୁଣି ଝୁଣି ମାରିଦେଲା । ଭୋଜି ଖାଇ ଫେରୁଥିଲେ । ହେଲେ ଜାଣି ନଥିଲେ ବାଟରେ ସେ କଲବଲ ହୋଇ ତାଙ୍କ ଜୀବନ ଯିବ ବୋଲି । ଗାଡ଼ିରେ ଲୋକଙ୍କୁ ଘରକୁ ନେଇଯିବା ଲୋକ, କାହିଁକି କେଜାଣି ଅକଟିଗଲେ । କାହିଁକି ଏତେ ଲୋକ ରୁଣ୍ଡ ହୋଇଛନ୍ତି ଭାବି ସେଠାକୁ ଚାଲିଗଲେ । କିନ୍ତୁ ଗୋଡ଼ ଖସିଗଲା । ଅତି ଭୟଙ୍କର ଥିଲା ଜୀବନ-ମରଣ ଲଢେଇ ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023