scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୟପୁର ବୈପାରିଗୁଡ଼ା କାଳିଆଝୋଲାରେ ଲ୍ୟାଣ୍ଡମାଇନ ବିସ୍ପୋରଣ

2/05/2018 at 9:52 PM

ଜୟପୁର ବୈପାରିଗୁଡ଼ା କାଳିଆଝୋଲାରେ ଲ୍ୟାଣ୍ଡମାଇନ ବିସ୍ପୋରଣ । ବିସ୍ପୋରଣରେ ଜଣେ ଯୁବକ ଗୁରୁତର । ବିସ୍ପୋରଣ ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ସକାଳୁ ବିସ୍ପୋରଣ ସ୍ଥଳରେ ମାଓବାଦୀ ଲଗାଇଥିଲେ ପୋଷ୍ଟର ।

Leave a Reply

   Related Posts