LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜୟପୁରରୁ ଜବତ ହେଲା ନକଲି ଔଷଧ, ହେଲେ ଆକ୍ସନ ଶୁନ୍

21/04/2018 at 9:52 PM

ନ୍ୟୁଜ୭ରେ ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ନକଲି ଔଷଧ ବିକ୍ରେତାକୁ ପୋଲିସ ଅଟକ ରଖିବା ସହ ଔଷଧ ସବୁ ଜବତ କଲା କିନ୍ତୁ ପ୍ରଶାସନର ନିର୍ଦେଶକୁ ଫୁ କରିଦେଲେ ଡ୍ରଗ୍ସ ଇନ୍ସପେକ୍ଟର।ପ୍ରଶାସନର ନିର୍ଦେଶ ସତ୍ତ୍ବେ ଏ ନେଇ ଡ୍ରଗ୍ସ ଇନ୍ସପେକ୍ଟର ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ନ ଦେବାରୁ ବାଧ୍ୟ ହୋଇ ପୋଲିସ ଅଭିଯୁକ୍ତଙ୍କୁ ଛାଡି ଦେଇଛି।ଡ୍ରଗ୍ସ ଇନ୍ସପେକ୍ଟର ଆଇନର ଗଳା ବାଟ ଦେଇ ଅଭିଯୁକ୍ତକୁ ଛାଡି ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ସନ୍ଦେହରେ ଖୋଦ୍ ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟ।ସ୍ଥିତି ପରଖିବାକୁ ନ୍ୟୁଜ୭ ଟିମ୍ ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସେଠାରେ ଆମେ ଯାହା ଦେଖିଲୁ ତାହା ଆମକୁ ଆଶ୍ଚର୍ଯ୍ୟ କରିଦେଲା।ମାତ୍ର ଜଣେ ଡ୍ରଗ୍ସ ଇନ୍ସପେକ୍ଟର ଓ ଠିକା ପିଅନରେ ଏହି କାର୍ଯ୍ୟାଳୟ ଚାଲିଥିବା ବେଳେ ଅଫିସ ଝାଡୁଠାରୁ ଆରମ୍ଭ କରି କମ୍ୟୁଟରରେ ମାସିକ ରିପୋର୍ଟ ବି ପ୍ରସ୍ତୁତ କରୁଥିଲେ ଏହି ପିଅନ ଜଣଙ୍କ।ଦେଖନ୍ତୁ ।

Leave a Reply

   Related Posts