ଜ୍ୟାକ୍ ଲଗାଇ ମାଟିତଳୁ ୪ ଫୁଟ ଉପରକୁ ଉଠିଲା ଘର
16/05/2018 at 10:47 PM

ଜ୍ୟାକ୍ ଲଗାଇ ମାଟିତଳୁ ୪ ଫୁଟ ଉପରକୁ ଉଠିଲା ଘର । ପାଶ୍ଚାତ୍ୟ କାରିଗରୀ ଦେଖାଇଲେ ବିହାରର ଶ୍ରମିକ। ଏହା ହେଉଛି ଭୁବନେଶ୍ୱର ଜୟଦେବ ବିହାରର ହାଉସ ନଂ ୮୩୦ । ରାସ୍ତା ଉଚ୍ଚା ଥିବାରୁ ଘରେ ପଶୁଥିଲା ପାଣି । ଏବେ ରାସ୍ତା ଉପରୁ ୧ ଫୁଟ ଉପରକୁ ଉଠିଲାଣି ଘର ।
Related Posts
ବସ୍ରେ ହେଉଥିଲେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ
3 October 2023
ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ଭୁଜାଲି ମାଡ଼ରେ ମହିଳା ଗୁରୁତର
3 October 2023