ଜେକେ କାଗଜ କଳରେ ଶ୍ରମିକ ଅଶାନ୍ତି
23/05/2018 at 8:43 PM

ରାୟଗଡ଼। ଜିଲ୍ଲା ଜକେ କାଗଜକଳରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ମଜୁରୀ ବୃଦ୍ଧି ଦାବିନେଇ ଆଜି ଶତାଧିକ ଶ୍ରମିକ ଜିଲ୍ଲା ଶ୍ରମ କାର୍ଯୟାଳୟ ଘେରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିବା ସହ କାଗକଳରେ ନିୟୋଜିତ ଠିକାଦାରମାନେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ କାରଖାନାରେ ଅଶାନ୍ତି ଦେଖାଦେଇଛି।
Related Posts
ବାଇକ୍ ଭିତରୁ ଆଠ ଫୁଟ୍ ଲମ୍ୱର ଅଜଗର ସାପ ଉଦ୍ଧାର
5 July 2022