ଜିଲ୍ଲାପାଳଙ୍କ ନିର୍ଦେଶରେ ଜୟପୁରରେ ନକଲି ଔଷଧ ଜବତ, ହେଲେ ଆକ୍ସନ ଶୁନ୍
22/04/2018 at 12:06 AM

ଜିଲ୍ଲାପାଳଙ୍କ ନିର୍ଦେଶରେ ଜୟପୁରରେ ନକଲି ଔଷଧ ବେପାରୀଙ୍କୁ ପୋଲିସ ଧରିବା ସହ ଔଷଧଗୁଡ଼ିକୁ ଜବତ୍ କଲା । ହେଲେ ନା’ ଆକ୍ସନକୁ ଆସିଲେ ଡ୍ରଗ୍ସ୍ ଇନ୍ସ୍ପେକ୍ଟର ନା’ ସଂପୃକ୍ତ ଔଷଧ ବେପାରୀଙ୍କ ନାଁରେ ମାମଲା ରୁଜୁ କଲେ । ଫଳରେ ନାଚାର ପୋଲିସ ଅଭିଯୁକ୍ତଙ୍କୁ ୨ଦିନ ଅଟକ ରଖିବା ପରେ ଛାଡ଼ିବାକୁ ବାଧ୍ୟ ହେଲା । ଏମିତିରେ ଆଇନ୍କୁ ଆଖି ଠାର ମାରିବା ଭଳି ଡ୍ରଗ୍ସ୍ ଇନ୍ସ୍ପେକ୍ଟର କହୁଛନ୍ତି କ’ଣ ନା’ ରିପୋର୍ଟ ଆସିଲେ ଆକ୍ସନ ହେବ । ସେପଟେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଡ୍ରଗ୍ସ୍ ଇନ୍ସ୍ପେକ୍ଟରଙ୍କ ଅଫିସରେ ନ୍ୟୁଜ୍ ସେଭେନ୍ ପ୍ରତିନିଧି ପହଞ୍ଚିଲା ବେଳକୁ ଜଣାପଡ଼ିଲା, ଖୋଦ୍ ମାଡାମ୍ଙ୍କ ଅନୁପସ୍ଥିତିରେ ଠିକା ପିଅନ ଚଳାଉଛନ୍ତି ଅଫିସର ସବୁକାମ ।
Related Posts
ସୋଆ କ୍ୟାମ୍ପସ୍ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍” ଆୟୋଜିତ
23 September 2023
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023
ଶିକ୍ଷକ ଆନ୍ଦୋଳନ ସ୍ଥଗିତ: ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି
23 September 2023