vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଜିଲ୍ଲାପାଳଙ୍କ ନିର୍ଦେଶରେ ଜୟପୁରରେ ନକଲି ଔଷଧ ଜବତ, ହେଲେ ଆକ୍ସନ ଶୁନ୍

22/04/2018 at 12:06 AM

ଜିଲ୍ଲାପାଳଙ୍କ ନିର୍ଦେଶରେ ଜୟପୁରରେ ନକଲି ଔଷଧ ବେପାରୀଙ୍କୁ ପୋଲିସ ଧରିବା ସହ ଔଷଧଗୁଡ଼ିକୁ ଜବତ୍ କଲା । ହେଲେ ନା’ ଆକ୍ସନକୁ ଆସିଲେ ଡ୍ରଗ୍ସ୍ ଇନ୍ସ୍ପେକ୍ଟର ନା’ ସଂପୃକ୍ତ ଔଷଧ ବେପାରୀଙ୍କ ନାଁରେ ମାମଲା ରୁଜୁ କଲେ । ଫଳରେ ନାଚାର ପୋଲିସ ଅଭିଯୁକ୍ତଙ୍କୁ ୨ଦିନ ଅଟକ ରଖିବା ପରେ ଛାଡ଼ିବାକୁ ବାଧ୍ୟ ହେଲା । ଏମିତିରେ ଆଇନ୍କୁ ଆଖି ଠାର ମାରିବା ଭଳି ଡ୍ରଗ୍ସ୍ ଇନ୍ସ୍ପେକ୍ଟର କହୁଛନ୍ତି କ’ଣ ନା’ ରିପୋର୍ଟ ଆସିଲେ ଆକ୍ସନ ହେବ । ସେପଟେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଡ୍ରଗ୍ସ୍ ଇନ୍ସ୍ପେକ୍ଟରଙ୍କ ଅଫିସରେ ନ୍ୟୁଜ୍ ସେଭେନ୍ ପ୍ରତିନିଧି ପହଞ୍ଚିଲା ବେଳକୁ ଜଣାପଡ଼ିଲା, ଖୋଦ୍ ମାଡାମ୍ଙ୍କ ଅନୁପସ୍ଥିତିରେ ଠିକା ପିଅନ ଚଳାଉଛନ୍ତି ଅଫିସର ସବୁକାମ ।

Leave a Reply

   Related Posts