scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାମ୍ମୁ କାଶ୍ମୀର ଆରଏସ୍ ପୁରା ସେକ୍ଟରରେ ପାକ୍ ସେନାର ଅସ୍ତ୍ରବିରତି ଉଲଘଂନ

18/05/2018 at 5:45 AM

ଜାମ୍ମୁ କାଶ୍ମୀର ଆରଏସ୍ ପୁରା ସେକ୍ଟରରେ ପାକ୍ ସେନାର ଅସ୍ତ୍ରବିରତି ଉଲଘଂନ । ପାକ୍ ସେନାର ଗୁଳିମାଡାରେ ଜଣେ ଯବାନ ସହିଦ ହୋଇଥିବାବେଳେ ୨ ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୨ ଜଣ ସାଧାରଣ ନାଗରିକଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଆରଏସ୍ ପୁରା ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ପ୍ରବଳ ଗୁଳିମାଡ କରାଯାଇଥିଲା ଏହି ଗୁଳିମାଡରେ ବିଏସ୍ଏଫର ଜଣେ ଯବାନ ସହିତ ହୋଇଛନ୍ତି । ସହିଦ ଯବାନ ହେଲେ ଝାଡଖଣ୍ଡର ସିତାରାମ ଉପାଧ୍ୟାୟ। ଅସ୍ତ୍ରବିରତି ଉଲଘଂନ ପରେ ଅନ୍ତରାଷ୍ଟ୍ରୀୟ ସମୀରୋଖା ଥିବା ୩ କିଲୋମିଟରେ ଥିବା ସ୍କୁଲକୁ ପ୍ରଶାସନ ଦ୍ବାରା ବନ୍ଦ କରିଦିଆଯାଇଛି ।ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଗତ ଜାନୁଆରୀରେ ପାକିସ୍ତାନୀ ସେନ ପକ୍ଷରୁ ଆରଏସ୍ ପୁରା ସେକ୍ଟରରେ ବାରମ୍ବାର ଅସ୍ତ୍ରବିରତି ଉଲଘଂନ ଯୋଗୁ ଘର ଛାଡି ପଳାଇଥିଲେ ।

Leave a Reply

   Related Posts