oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଜାମ୍ମୁ କାଶ୍ମୀର ଆରଏସ୍ ପୁରା ସେକ୍ଟରରେ ପାକ୍ ସେନାର ଅସ୍ତ୍ରବିରତି ଉଲଘଂନ

18/05/2018 at 5:45 AM

ଜାମ୍ମୁ କାଶ୍ମୀର ଆରଏସ୍ ପୁରା ସେକ୍ଟରରେ ପାକ୍ ସେନାର ଅସ୍ତ୍ରବିରତି ଉଲଘଂନ । ପାକ୍ ସେନାର ଗୁଳିମାଡାରେ ଜଣେ ଯବାନ ସହିଦ ହୋଇଥିବାବେଳେ ୨ ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୨ ଜଣ ସାଧାରଣ ନାଗରିକଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଆରଏସ୍ ପୁରା ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ପ୍ରବଳ ଗୁଳିମାଡ କରାଯାଇଥିଲା ଏହି ଗୁଳିମାଡରେ ବିଏସ୍ଏଫର ଜଣେ ଯବାନ ସହିତ ହୋଇଛନ୍ତି । ସହିଦ ଯବାନ ହେଲେ ଝାଡଖଣ୍ଡର ସିତାରାମ ଉପାଧ୍ୟାୟ। ଅସ୍ତ୍ରବିରତି ଉଲଘଂନ ପରେ ଅନ୍ତରାଷ୍ଟ୍ରୀୟ ସମୀରୋଖା ଥିବା ୩ କିଲୋମିଟରେ ଥିବା ସ୍କୁଲକୁ ପ୍ରଶାସନ ଦ୍ବାରା ବନ୍ଦ କରିଦିଆଯାଇଛି ।ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଗତ ଜାନୁଆରୀରେ ପାକିସ୍ତାନୀ ସେନ ପକ୍ଷରୁ ଆରଏସ୍ ପୁରା ସେକ୍ଟରରେ ବାରମ୍ବାର ଅସ୍ତ୍ରବିରତି ଉଲଘଂନ ଯୋଗୁ ଘର ଛାଡି ପଳାଇଥିଲେ ।

Leave a Reply

   Related Posts