ଜଟଣୀ ଓଭରବ୍ରିଜ୍ କାମରେ ଅନିୟମିତତା ଅଭିଯୋଗ
8/05/2018 at 10:18 PM

ପଣ୍ଡା ଇନ୍ଫ୍ରାକୁ ଧକ୍କା । ଜଟଣୀ ଓଭରବ୍ରିଜ୍ କାମରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜଟଣୀ ବ୍ୟବସାୟୀ ମହାସଂଘ । ଅନ୍ୟପଟେ ବମିଖାଲ ଓଭରବ୍ରିଜ୍ ନିକଟରେ ରିଲେ ଧାରଣା ଆନଶନ ଆରମ୍ଭ କରିଛି ବିଜେପି ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023