ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
17/04/2018 at 6:11 AM

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର କନରଫାଶ ଡେର ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
ମୃତକ କନରଫାଶ ଗାଁର ଗୀତାମଣି ମାଝି
ଗତ ୧୧ ତାରିଖରୁ ନିଖୋଜ ଥିଲେ ଗୀତାମଣି
ଥୁଆମୂଳ ରାମପୁର ଥାନା ପୋଲିସର ତଦନ୍ତ ଜାରି
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023