ଜଗତସିଂହପୁର ଜିଲ୍ଲା କଟରାରେ ଗୁଳିମାଡ଼, ଜଣେ ଗୁରୁତର
10/06/2018 at 12:57 AM

ଜଗତସିଂହପୁର ଜିଲ୍ଲା କଟରାରେ ଗୁଳିମାଡ଼। ଗୁଳିମାଡ଼ରେ ଜଣେ ଗୁରୁତର। ଗୁରୁତର ଜଣେ ହେଲେ କଢାଙ୍ଗ ଗାଁର ଲିପୁ ବେହେରା । ତାଙ୍କ ଗୋଡ଼ ଓ ମୁଣ୍ଡରେ ୩ଟି ଗୁଳି ବାଜିଛି । ଗୁରୁତର ଆବସ୍ଥାରେ ତାଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ବୁତମାନେ ଗୁଳିମାଡ଼ କରି ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତୃତାକୁ କରି ଏହି ଗୁଳିମାଡ଼ ସନ୍ଦେହ କରାଯାଉଛି।