oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଚିଲିକାରେ ଫଶି ରହିଥିବା ଭସାପୋଲ ଉଦ୍ଧାର

16/05/2018 at 10:16 AM

ଚିଲିକାରେ ଫଶି ରହିଥିବା ଭସାପୋଲ ଉଦ୍ଧାର । ଅଳ୍ପକେ ବର୍ତ୍ତିଲେ ପ୍ରାୟ ୧୭୦ ଜଣ ଯାତ୍ରୀ । ଆଜି ସକାଳୁ ଏକ ଭସାପୋଲ ସାତପଡା ଘାଟରୁ ଜହ୍ନିକୁଦା ଯାଉଥିଲା । ଚିଲିକା ମଝିରେ ଭସାପୋଲଟି ଅଟକି ଯାଇଥିଲା । ଖବର ପାଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଆଉ ଏକ ଭସାପୋଲ ସାହାଯ୍ୟରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଜହ୍ନିକୁଦାକୁ ନିଆଯାଇଛି । ଏଥି ସହ ଫସି ରହିଥିବା ଭସାପୋଲକୁ ସାତପଡା କୂଳକୁ ଅଣାଯାଇଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଭସା ପୋଲଟି ଫସି ରହିଥିବା ଜଣାପଡିଛି ।

Leave a Reply

   Related Posts