ଚିକିତ୍ସା ଲାଗି ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ
23/04/2018 at 10:37 PM

ଗରୀବ ଲୋକ ମାନଙ୍କର ଉନ୍ନତ ଧରଣର ଚିକିତ୍ସା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ରେଡକ୍ରସ ପାଣ୍ଠି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରହିଛି ହଲେ ଚିକିତ୍ସା ପାଇଁ କନ୍ଧମାଳ ପ୍ରଶାସନ ନିକଟରେ ନେହୁରା ହଲେ ବି ପ୍ରଶାସନ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁନଥତ୍ବା ଅଭିଯୋ କରିଛନ୍ତି। ଟିକାବାଲି ବ୍ଲକ ପିକରଡି ପଂଚାୟତର ରାଇଭଂଜ ଗ୍ରାମର ନେଫ୍ରା ମଲିକଙ୍କ ସ୍ବାମୀ ଯୁବରାଜ ମଲିକ।
ସ୍ତ୍ରୀ ଏଏଲଏସ ରୋଗରେ ପିଡୀତ। ଚାଲିପାରୁନାହିଁ। ଟିକାବାଲି ଡାକ୍ତରଖାନାରୁ ଆରମ୍ଭ କରି ଫୁଲବାଣୀ ଓ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଉଛି ସ୍ତ୍ରୀର ଚିକିତ୍ସା କରିବା ଲାଗି ହଲେ ଅର୍ଥ ଅଭାବରୁ ଚିକିତ୍ସା କରିପାରୁନଥତ୍ବା କହିଛନ୍ତି ସ୍ବାମୀ ଯୁବରାଜ। ଏପଟେ 4ଟି ଝିଅଙ୍କ ଚି’।। ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧତ୍କାରୀଙ୍କୁ ମଧ୍ୟ ବହୁବାର ଭେଟିଛି ଆର୍ଥିକ ସହାୟତା ଯୋଗାଇ ଦେବାଲାଗି। ହଲେ ଏଯାଏଁ ପ୍ରଶାସନ କୋୈଣସି ଆର୍ଥିକ ସହାୟତା ଯୋଗାଇ ଦେଇନଥତ୍ବା ଅଭିଯୋଗ କରିଛନ୍ତି ନେଫ୍ରା ମଲିକ। ତୁର’ ଆର୍ଥିକ ସହାୟତା ଯୋଗାଇ ଦେବାଲାଗି ଅସୁସ୍ଥ ନେଫ୍ରା ଓ ସ୍ବାମୀ ଯୁବରାଜ ପ୍ରଶାସନକୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।