ଚନ୍ଦକା ଅଭୟାରଣ୍ୟରୁ ବାରାହ ମାଂସ ଜବତ
16/06/2018 at 11:49 PM

ଚନ୍ଦକା ଅଭୟାରଣ୍ୟରୁ ବାରାହ ମାଂସ ଜବତ ହୋଇଛି। ବାରାହ ଶିକାର କରିଥିବା ଜଣେ ଅଭିଯୁକ୍ତ ଗିରଫ। ଜଙ୍ଗଲରେ ଫାସ ପକାଇ ଜଣେ ଆଦିବାସୀ ବ୍ୟକ୍ତି ବାରାହ ଶିକାର କରୁଥିବା ଜଣାପଡ଼ିଛି। ଖବର ପାଇବାକ୍ଷଣୀ ବହୁ ଖୋଜାଖୋଜି କରିବା ପରେ ଏହି ଶିକାରିକୁ ଠାବ କରିଥିଲେ।