ଘର ଛାତରୁ କଂକ୍ରିଟ ଖସି ୫ ବର୍ଷର ଶିଶୁ ମୃତ
2/05/2018 at 9:58 PM

ଘର ଛାତରୁ କଂକ୍ରିଟ ଖସି ୫ ବର୍ଷର ଶିଶୁ ମୃତ । ଶେରଗଡ ବ୍ଲକ ଗୋଠ ପଞ୍ଚାୟତ ପୁନାନ୍ଦ ଗାଁରେ ଅଘଟଣ । ବାପା ମା ଓ ବଡ ପୁଅ ଗୁରୁତର, ହିଞ୍ଜିଳି ମେଡିକାଲରେ ଭର୍ତ୍ତି । ଗତକାଲି ରାତିରେ ଘରେ ଶୋଇଥିବା ବେଳେ କଂକ୍ରିଟ ଖସି ପଡିଥିଲା ।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023