ଘଟଗାଁ ବ୍ଲକ ଗଦାଧରପୁର ଛକରୁ ଦୁଇ ନାବାଳକ ଉଦ୍ଧାର
12/06/2018 at 1:05 AM

ଘଟଗାଁ ବ୍ଲକ ଗଦାଧରପୁର ଛକରୁ ଦୁଇ ନାବାଳକ ଉଦ୍ଧାର। ସେମାନଙ୍କ ପରିଚୟ ମିଳିପାରିନାହିଁ ।
ଏହି ଦୁଇ ନାବାଳକ ବିଷ୍ଣୁପ୍ରିୟା ବାଳାଶ୍ରମରେ ପାଠ ପଢୁଥିବା ସୂଚନା ମିଳିଛି । ଶିକ୍ଷକମାନେ ସେମାନଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ନାବାଳକକୁ ଅଟକ ରଖିଛି।
Related Posts
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ
29 May 2023