ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନରେ ଭାରତକୁ ୮ଟି ସ୍ବର୍ଣ୍ଣ।
15/04/2018 at 1:50 AM

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନରେ ଭାରତ ପାଇଁ ହୋଇଛି ସୁନା ବର୍ଷା। ଆଜି ଭାରତୀୟ କ୍ରୀଡାବିତ୍ ବକ୍ସିଂ, ରେସଲିଂ,ସୁଟିଂ,ଜାଭେଲିନ ଥ୍ରୋ ଏବଂ ଟିଟି ଇଭେଣ୍ଟରେ ଭାରତ ପାଇଁ ଜିତିଛନ୍ତି ୮ଟି ସ୍ବର୍ଣ୍ଣ। ଏଯାଏ ବିଭିନ୍ନ ଇଭେଣ୍ଟରେ ଭାରତୀୟ କ୍ରୀଡାବିତ୍ ୨୫ଟି ସ୍ବର୍ଣ୍ଣ,୧୬ଟି ରୌପ୍ୟ,୧୮ଟି ବ୍ରୋଞ୍ଜ ପଦକ ସହ ମୋଟ ୫୯ଟି ପଦକ ହାତେଇ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଛି।
Related Posts
ଲମତାପୁଟରେ ଶୀତର ପହିଲି ଝଲକ, ୧୫ ଡିଗ୍ରୀକୁ ତଳକୁ ଖସିଲା ପାରଦ
5 October 2023
ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
5 October 2023