LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗୋଟିଏ ଜୁଇରେ ମା ଓ ୩ ଛୁଆ, ୨୪ ଘଣ୍ଟା ପରେ ବି ଫିଟିନି ରହସ୍ୟ

11/05/2018 at 10:54 PM

ମହାନଦୀରୁ ମା ଓ ୩ପିଲାଙ୍କ ଶବ ଉଦ୍ଧାର ଘଟଣା ଦୁଇଦିନ ପୁରିଥିଲାବଳେ ଘଟଣାର ସଠିକ ରହସ୍ୟ ପଦାକୁ ଆସିବା ସମ୍ଭବ ହୋଇପାରିନାହିଁ । ଘଟଣାର ତଦନ୍ତ ଦାଇତ୍ବ ଜଗତସିଂହପୁର ଏସପି ତଦାରଖ କରୁଥିବାବଳେ ଖୁବ ଶିଘ୍ର ସତ୍ୟସତ ପଦାକୁ ଆସିବବୋଲି ପୋଲିସ କହିଛି ।
କୁଜଙ୍ଗ ଥାନା ମହାନଦୀ କୁଳରୁ ମା ସମେତ ଦୁଇ ଝିଅ ଓ ପୁଅର ମୃତ ଦେହ ମିଳିବା ଘଟଣାକୁ ଦୁଇ ଦିନ ପୁରିବାକୁ ବସିଲାଣି ।ତଥାପି ଏଭଳି ଘଟଣା କାହଁକି ଘଟିଲା ତାହାର ପର୍ଦ।ଫାସ ହେବା ସମ୍ଭ ବ ହୋଇପାରିନାହଁି ।ଚାରୋଟି ଯାକ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କର ସଂପର୍କୀୟ ଓ ଗ୍ରାମବାସୀଙ୍କ ସହାୟତାରେ ଶେଷ କୃତ୍ୟ ସଂପନ୍ନ କରାଯାଉଛି ।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହେବା ସହିତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।କେଉ ପରିସ୍ଥିତିରେ ଚାରି ଚାରିଟି ଜୀବନ ଚାଲିଗଲା ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave a Reply

   Related Posts