ଗାଁ ଦାଣ୍ଡରେ ୭୦ ବର୍ଷର ମା’କୁ ଘୋଷାରି ପିଟିଲା ପୁଅ
12/06/2018 at 12:56 AM

ମରିଯାଇଛି ମଣିଷପଣିଆ । ହଜିଯାଇଛି ମାନବିକତା । ଜନ୍ମ ଦାତ୍ରୀ ମା’କୁ ଗାଁ ଦାଣ୍ଡାରେ ଗଡେଇ ତଡେଇ ପିଟିଛି ପୁଅ । ନିର୍ଦ୍ଦୟ, ନିଷ୍ଠୁର, ଅମଣିଷ-ଯେତେଯାହା କହିଲେ ବି ଏ ପୁଅ ପାଇଁ ତାହା କମ୍ ହୋଇଯିବ । ନାତୁଣୀ ବେ।ହୁକୁ ଗାଳି କରିବାରୁ ୭୦ ବର୍ଷର ମା’କୁ ଏମିତି ଶାସ୍ତି ଦେଇଛି ପୁଅ । ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାଇତପଡା ଗାଁରେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କିରଛି ।
Related Posts
ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ
7 June 2023
ଉଧାର ଟଙ୍କା ନଦେବାରୁ ନିର୍ମମ ହତ୍ୟା; ୨ ଅଭିଯୁକ୍ତ ଗିରଫ
7 June 2023