ଗଞ୍ଜାମ ବୁଗୁଡ଼ା ଥାନା ଅନ୍ତର୍ଗତ ଜେକା ଗାଁର ପୁରୁଣା ପୋଲ ଭୁଶୁଡ଼ିଲା, ବ୍ରହ୍ମପୁରରୁ ନୟାଗଡ ଗମନାଗମନ ଠପ୍
2/05/2018 at 10:06 PM

ବଡଖୋଳା ନାଳ ଉପରେ ଥିବା ପୁରୁଣା ସେତୁ ଭୁଶୁଡିଲା । ବୁଗୁଡା ବ୍ଲକ ଅନ୍ତର୍ଗତ ଜେକା ଗାଁର ବଡଖୋଳା ନାଳ । ବ୍ରହ୍ମପୁରରୁ ନୟାଗଡ ଗମନାଗମନ ଠପ୍ । ନିମ୍ନମାନର କାମ ଯୋଗୁଁ ସେତୁ ଭୁଶୁଡିଥିବା ଅଭିଯୋଗ ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023