ଗଜପତି ଜିଲ୍ଲାର ମାଧିଆଖୋଲ ଗାଁ ଓଡିଶାର
15/04/2018 at 7:03 AM

ଗଜପତି ଜିଲ୍ଲାର ମାଧିଆଖୋଲ ଗାଁ ଓଡିଶାର
ମାପଚୁପ ପରେ ସ୍ପଷ୍ଟ କଲେ ଗଜପତି ଜିଲ୍ଲାପାଳ
ମାଧିଆଖୋଲକୁ ଲାଗି ତିଆରି ହେଉଥିବା ରାସ୍ତା ଆନ୍ଧ୍ର ସୀମାରେ କରାଯାଉଛି
ଆନ୍ଧ୍ର ରାସ୍ତା ନିର୍ମାଣ କରୁଥିବା ପ୍ରଚାରିତ ପରେ ତତ୍ପରତା ଦେଖାଇଥିଲା ଜିଲ୍ଲା ପ୍ରଶାସନ