ଖୋଲିଲା ଜଗମୋହନ
16/04/2018 at 9:24 PM

ଖୋଲିଲା ଜଗମୋହନ । ଦୀର୍ଘଦିନ ପ୍ରତିକ୍ଷା ପରେ ଶ୍ରୀଜିଉଙ୍କୁ ଦେଖି ଭକ୍ତ ଆନନ୍ଦିତ । ଅପରାହ୍ନ ୫ଟା ୧୦ରେ ଖୋଲିଲା ଜଗମୋହନ । ଭିତର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ ।
Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya