ଖୋର୍ଦ୍ଧା ଜିଲାପାଳଙ୍କ ଅଫିସ ଆଗରେ ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି
10/07/2018 at 11:12 PM

ଖୋର୍ଦ୍ଧା ଜିଲାବାଳଙ୍କ ଅଫିସ ଆଗରେ ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି। ବିଭିନ୍ନ ଦାବି ନେଇ ଟାଙ୍ଗୀ ଜନଜାଗରଣ ମହାମେଣ୍ଟର-ପୋଲିସ ଧସ୍ତାଧସ୍ତି। ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି। ଏଥିରେ ଦୁଇଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି।
Related Posts
ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ
4 December 2023