ଖୁବ ଶୀଘ୍ର କଂଗ୍ରେସରେ ହେବ ସାଂଗଠନିକ ନବକଳେବର
2/05/2018 at 11:43 PM

ଖୁବ ଶୀଘ୍ର କଂଗ୍ରେସରେ ହେବ ସାଂଗଠନିକ ନବକଳେବର । ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସଙ୍ଗଠନରେ ହେବ ପରିବର୍ତ୍ତନ । କାମିକା ଲୋକଙ୍କୁ ନେଇ ଏକ ଛୋଟ ଟିମ ଗଠନ ହେବ । ତିନି କାର୍ଯ୍ୟକାରୀ ସଭାପତି, ଜିଲ୍ଲାର ସମୀକ୍ଷ ରିର୍ପୋଟ ଦେବା ପରେ ଏହି ମେ ୩୦ ସୁଦ୍ଧା ସାଂଗଠନିକ ପରିବର୍ତ୍ତନ ହେବ । କିନ୍ତୁ ବରିଷ୍ଠ ନେତାଙ୍କ କହିବା କଥା, ରହୁଲ ଗାନ୍ଧି ଗଠନ କରିଥିବା ଟିମର ବୈଠକ ବସିବା ପରେ ଏହି ଟିମ୍ ଗଠନ ହେବା ଦରକାର ଏବଂ ରାହୁଲ ଚାହୁଁଥିବା କାର୍ଯ୍ୟ ହେବା ଦରକାର ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023