ଖୁଣ୍ଟ ପୋତା ହୋଇଛି ୧୦ ବର୍ଷ ହେଲା, ହେଲେ ବିଜୁଳି ଆଲୋକର ଦେଖାନାହିଁ
13/06/2018 at 10:50 PM

ସରକାର ଗରୀବ ଲୋକଙ୍କୁ ମାଗଣାରେ ବିଜୁଳି ଆଲୁଅ ଯୋଗାଇ ଦେବା ପାଇଁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଓ ଦିନଦୟାଲ ଗ୍ରାମୀଣ ବିଦ୍ୟୁତ ଯୋଜନା ଭଳି ଯୋଜନା ମାନ କାର୍ଯ୍ୟକାରୀ କରୁଛନ୍ତି। ଏଥତ୍ପାଇଁ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରାଯାଉଛି ହଲେ ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଅଧିକାଂଶ ଗ୍ରାମର ଲୋକେ ବିଜୁଳି ଆଲୁଅ ଦେଖିନାହାଁନ୍ତି।