କ୍ଷୁଦ୍ର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଖୁବଶୀଘ୍ର ଫେରିପାଇବେ ଅର୍ଥ
1/05/2018 at 11:37 PM

କ୍ଷୁଦ୍ର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଖୁବଶୀଘ୍ର ଫେରିପାଇବେ ଅର୍ଥ । ୧୦ ହଜାର ବା ତା ଠୁ କମ ଟଙ୍କା ଜମାକରି ଠକାମିର ଶିକାର ହୋଇଥିବା କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ବାଲେଶ୍ବର ଓ କଟକରୁ ପ୍ରଥମେ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏହାକୁ ନିର୍ବାଚନ ଆଗରୁ ସରକାରଙ୍କ ଥୋପ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।