suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋର୍ଟ ପରିସରରୁ ଖସିଗଲା ବିଚାରାଧୀନ କଏଦୀ ଝସକେତନ

18/05/2018 at 11:26 PM

ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ଫେରାର । ଅନୁଗୋଳ କୋର୍ଟରୁ ଫେରାର ହୋଇଯାଇଛି ଝସକେତନ । ଆଜି କୋର୍ଟରେ ହତ୍ୟାକାଣ୍ଡ ମାମଲାର ଶୁଣାଣୀ ଥିଲା । ଲାଟ୍ରିନ ଯିବା ବାହାନାରେ ଆଜବେଷ୍ଟ ଭାଙ୍ଗି ସେ ଫେରାର ହୋଇଯାଇଛି । ସାଙ୍ଗରେ ଏକ ମୋବାଇଲ ମଧ୍ୟ ନେଇ ଯାଇଥିବା ମଧ୍ୟ ଜଣାପଡିଛି । ୨୦୧୬ ଫେବ୍ରୁଆରୀ ୪ ତାରିଖରେ କୁସକିଲା ଗାଁର ଦୁଇ ଭାଇକୁ ହତ୍ୟା କରିଥିଲା ଝସକେତନ । ବ୍ୟବସାୟକୁ କେନ୍ଦ୍ର ଦୁଇ ଭାଇ ହିରଣାକ୍ଷ ସାହୁ ଓ ଯୋଗେଶ୍ବର ସାହୁଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା । ସେହିପରି ପୂର୍ବରୁ ମଧ୍ୟ ସେ ବ୍ୟବସାୟିକ ଶତୃତାକୁ କେନ୍ଦ୍ର କରି ମାଉସୀ କୁମୁଦ ସାହୁ ଓ ପୁତୁରା ଅବଳା ଗଡନାୟକକୁ ହତ୍ୟା କରିଥିଲା ।

Leave a Reply

   Related Posts