କୋରାପୁଟରେ ଚାଞ୍ଚଲ୍ୟ, ବ୍ଲକ ଅଫିସ ନିକଟରେ ଯୁବକଙ୍କୁ ଗଳା କାଟି ହତ୍ୟା
6/02/2023 at 12:56 PM

କୋରାପୁଟ ୦୬।୦୨ : କୋରାପୁଟରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା । ମୃତ ଯୁବକ ହେଲେ ବିଜୟ ପଣ୍ଡା । କୋରାପୁଟ ବ୍ଲକ ଅଫିସ ନିକଟରୁ ମିଳିଛି ମୃତଦେହ ।
ସେପଟେ କୋରାପୁଟ ଏସପିଙ୍କ ସହ କୋରାପୁଟ ଟାଉନ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟଲୋକଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ଟିମ୍। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ମୃତ ଶରୀରକୁ ଜବତ କରିଛି। ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି କୋରାପୁଟ ଏସପି।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023