LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାନା

3/05/2018 at 11:26 PM

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାନା । ପରୋକ୍ଷରେ ନିସାନା କରିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ଆଗଭଳି ଓଡ଼ିଶାକୁ ଧର୍ମେନ୍ଦ୍ରଙ୍କୁ ତୋଫାନୀ ଗସ୍ତ ନାହିଁ । ଦି ମାସ ହେଲା ତାଙ୍କୁ ସେମିତି ଟିଭିରେ ଦେଖିବାକୁ ମିଳୁନି କି ପେପରରେ ତାଙ୍କ ଫଟୋ ଦିଶୁନି । ବିଜେପୁର ଉପ ନିର୍ବାଚନକୁ ଧର୍ମେନ୍ଦ୍ରଙ୍କ ସହ ଲିଙ୍କ୍ କରି ଏଭଳି ଆକ୍ଷେପ କରିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ଯାହାର ଜବାବ ଦେଇଛି ବିଜେପି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି କାହିଁକି ଏତେ ଡରୁଛି ବୋଲି ପ୍ରଶ୍ନ କରିଛି ବିଜେପି ।

Leave a Reply

   Related Posts