vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

କେନ୍ଦୁଝର ସହରରେ ଆଜି କାଳବୈଶାଖିର ସହ ଝଡ଼ ତୋଫାନ

24/04/2018 at 12:26 AM

କେନ୍ଦୁଝର ସହରରେ ଆଜି କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଥିଲା । ଆଜି ଦିନ ପ୍ରାୟ 1 ଟା ସମୟରେ ସହର ପୁରୁଣା ବଜାର , ରାଙ୍କି ଓ ଠାକୁରପାଟଣା ଆଦି ଅଞ୍ଚଚଳରେ ପ୍ରବଳ ପବନ ବୋହିବାର, ଗଛ ଉପୁଡି ପଡିବା ସହ ପ୍ରବଳ ବର୍ଷ। ଓ କୁଆ ପଥର ମାଡରେ ହୋଇଥିଲା ଓ କିଛି ସମୟ ପାଇଁ କେନ୍ଦୁଝର ସହର କାଶ୍ମିର ର ଭ୍ରମ ସୃଷଟି କରିଥିଲା । ଏତେ ପରିମାଣର କୁଆପଥର ଆଗରୁ ପ୍ରାୟ କବେ ହଲେ ସହର ରେ ପଡିଥବାର ନଜର ମଧ୍ୟ ନାହିଁ । ରାଜ ରାସ୍ତା ଉପରେ , ବଗିଚାରେ , ବିଲରେ ସବୁଆଡେ ଫୁଟେ ବହଳର ପଥର ପଡି ସତେ ଯେମିତି ପ୍ରକୃତି ଧଳା ଚାଦର ବିଛାଇଛି ସେହିପରି ଦିଶୁଥଇଲା । ଏହି ଦୃଶ୍ୟ କାଶ୍ମୀର ର ଭ୍ରମ ସୃଷ୍ଟି କରୁଥିଲା ।

Leave a Reply

   Related Posts