କେନ୍ଦୁଝର ସହରରେ ଆଜି କାଳବୈଶାଖିର ସହ ଝଡ଼ ତୋଫାନ
24/04/2018 at 12:26 AM

କେନ୍ଦୁଝର ସହରରେ ଆଜି କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଥିଲା । ଆଜି ଦିନ ପ୍ରାୟ 1 ଟା ସମୟରେ ସହର ପୁରୁଣା ବଜାର , ରାଙ୍କି ଓ ଠାକୁରପାଟଣା ଆଦି ଅଞ୍ଚଚଳରେ ପ୍ରବଳ ପବନ ବୋହିବାର, ଗଛ ଉପୁଡି ପଡିବା ସହ ପ୍ରବଳ ବର୍ଷ। ଓ କୁଆ ପଥର ମାଡରେ ହୋଇଥିଲା ଓ କିଛି ସମୟ ପାଇଁ କେନ୍ଦୁଝର ସହର କାଶ୍ମିର ର ଭ୍ରମ ସୃଷଟି କରିଥିଲା । ଏତେ ପରିମାଣର କୁଆପଥର ଆଗରୁ ପ୍ରାୟ କବେ ହଲେ ସହର ରେ ପଡିଥବାର ନଜର ମଧ୍ୟ ନାହିଁ । ରାଜ ରାସ୍ତା ଉପରେ , ବଗିଚାରେ , ବିଲରେ ସବୁଆଡେ ଫୁଟେ ବହଳର ପଥର ପଡି ସତେ ଯେମିତି ପ୍ରକୃତି ଧଳା ଚାଦର ବିଛାଇଛି ସେହିପରି ଦିଶୁଥଇଲା । ଏହି ଦୃଶ୍ୟ କାଶ୍ମୀର ର ଭ୍ରମ ସୃଷ୍ଟି କରୁଥିଲା ।
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023