କୂଳ ଖାଉଛି ନଦୀ, ଲୋକେ ହରାଇଲେଣି ୧୨ ଏକର ଯାଗା
16/05/2018 at 9:43 PM

ବାଲେଶ୍ୱରର ରେମୁଣାବ୍ଲକ ମନ୍ଦାରପୁର ପଞ୍ଚାୟତ ରେ ରହିଛି କାଠସଙ୍ଗଡ଼। ଗାଁ। ରେମୁଣା ମଧ୍ୟଦେଇ ପ୍ରବାହିତ ହୋଇଅଛି ଗଙ୍ଗାହାର ଓ ଶୂନ ନଦୀ। ଏହି ଦୁଇଟି ନଦୀ ଆସି କାଠ ସଙ୍ଗଡ଼। ଠାରେ ବୁଢ଼।ବଳଙ୍ଗ ନଦୀରେ ମିଶିଛି। ଏହି ତିନୋଟି ନଦୀ ର ମିଳନ ଘଟିଛି କାଠସଙ୍ଗଡ଼। ଠାରେ। ଏହାକୁ ବାଲେଶ୍ୱରର ତ୍ରୀବେଣି ଘାଟ ବୋଲି କୁହାଯାଏ। ଏହା ମନ୍ଦାରପୁର ପଞ୍ଚାୟତରେ ଅବସ୍ଥିତ। ୫ନମ୍ବର ଜାତୀୟ ରାଜପଥ ଠାରୁ କାଠସଙ୍ଗଡ଼। ଗାଁ ପର୍ଯ୍ୟନ୍ତ ୩ କି.ମିରୁ ଉର୍ଦ୍ଧ ପଥରବନ୍ଧ ନାହିଁ। ଯାହା ଫଲରେ 20ବର୍ଷ ମଧ୍ୟରେ ନଦୀ 12ଏକରରୁ ଉର୍ଦ୍ଧ ଜାଗା ଖାଇ ଗଲାଣି। ଆଗକୁ ଯଦି ବନ୍ଧ ନହେବ ତାହଲେ ଆଉ କିଛି ବର୍ଷ ପରେ ଗାଁ ମଧ୍ୟ ନଦୀ ଗର୍ଭକୁ ଚାଲିଯିବ ବୋଲି କହିଛନ୍ତି ଗ୍ରାମବାସୀ।
Related Posts
ବାଇକ୍ ଭିତରୁ ଆଠ ଫୁଟ୍ ଲମ୍ୱର ଅଜଗର ସାପ ଉଦ୍ଧାର
5 July 2022