କାଠରୁ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ଅଚଳ, ପାଣିରେ ପଡ଼ିଲା ୬୩ ଲକ୍ଷ
11/05/2018 at 10:46 PM

କାଠରୁ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ଅଚଳ, ପାଣିରେ ପଡ଼ିଲା ୬୩ ଲକ୍ଷ। କୋରାପୁଟ ବୋରିଗୁମାର ଚମ୍ପାପଦର, ମିଶିପଦର ଓ ମାଙ୍କଡିଅଟାଳ ଗାଁରେ ଏହି ପ୍ରକଳ୍ପ ହୋଇଥିଲା । ୬ ମାସ ଠିକଠାକ୍ ଚାଲିବା ପରେ ଏବେ ଅଚଳ।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023