କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନାରୁ ବଞ୍ଚିତ ମାହାସିଙ୍ଗ ପଂଞ୍ଚାୟତର 4 ଗରିବ ପରିବାର, ଶୁଣୁନି ପ୍ରଶାସନ
2/05/2018 at 10:15 PM

ସରକାର ବାସହୀନ ଗରିବ ଲୋକମାନଙ୍କୁ ମାଗଣାରେ ଗୃହ ଯୋଗାଇ ଦେବା କଥା କହୁଛନ୍ତି। ହଲେ ବର୍ଷ ବର୍ଷ ଧରି ଭଙ୍ଗା ଦଦରା ଘରେ ରହୁଥତ୍ବା ଲୋକଙ୍କୁ ଘର ଖଣ୍ଡିଏ ମିଳିନି ଏଯାଏଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ପଂଚାୟତ କାର୍ଯୟାଳୟ, ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ନେହୁରା ହୋଇଥତ୍ଲେ ମଧ୍ୟ ଏମାନଙ୍କୁ ଘରଖଣ୍ଡିଏ ମିଳିନି ଏଯାଏଁ। ଫଳରେ ଭାଗ୍ୟକୁ ଆଦରି ବାରଣ୍ଡାରେ ପଡିରହିଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ମାହାସିଙ୍ଗ ପଂଚାୟତର ଏହି 4 ଗରିବ ପରିବାର।
Related Posts
କଳାହାଣ୍ଡି ଗଡ଼ଜାତରେ ଆଜି ନୂଆଁଖାଇ, ମା’ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି
24 September 2023
ସୁନ୍ଦରଗଡ଼ରେ ବଢୁଛି ସ୍କ୍ରବ୍ ଟାଇଫସ୍, ଚିହ୍ନଟ ହେଲେ ଆଉ ୯ ଆକ୍ରାନ୍ତ
24 September 2023
ବମିଖାଲରେ କାର୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
24 September 2023
ଟ୍ରାକରେ ଖସିଲା ପଥର ଓ ମାଟି ଅତଡ଼ା, ଅଧାରାସ୍ତାରେ ଅଟକିଛି ଏକ୍ସପ୍ରେସ୍
24 September 2023