କଟକ ସହରକୁ ଡେଙ୍ଗୁମୁକ୍ତ କରିବାଲାଗି ଅଣ୍ଟାଭିଡିଛି ମହାନଗର ନିଗମ
18/05/2018 at 10:18 PM

କଟକ ସହରକୁ ଡେଙ୍ଗୁମୁକ୍ତ କରିବାଲାଗି ଅଣ୍ଟାଭିଡିଛି ମହାନଗର ନିଗମ। ପ୍ରଥମ ପର୍ଯ୍ୟାୟରେ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଛି। ଆଗକୁ ସହରର ପରିମଳ ବ୍ୟବସ୍ଥା ସୁଧାରିବା ଲାଗି ଉଦ୍ୟମ କରାଯିବ ବୋଲି କହିଛନ୍ତି ମେୟର। ତେବେ ମୂଳକଥା ହେଉଛି ,ଡେଙ୍ଗୁ ନିୟନ୍ତ୍ରଣ ଲାଗି ସାଧାରଣ ଲୋକମାନେ ସଚେତନ ହେବାଟା ଜରୁରୀ ଅଟେ, ସେହି ସଚେତନତା ବୃଦ୍ଧି କରାଇବାଲାଗି , ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଅଧିକାରୀ ମାନେ ଆଜି ଏକକାଳୀନ ଭାବେ ଶୋଭାଯାତ୍ରା ଆରମ୍ଭ କରିଛନ୍ତି।
Related Posts
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023
ଶିକ୍ଷକ ଆନ୍ଦୋଳନ ସ୍ଥଗିତ: ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି
23 September 2023