କଟକ ରାଣୀହାଟ ପୋଲ ଉପରୁ ଭିଡ ହଟାଇବା ପାଇଁ ତାଳଦଣ୍ଡା କେନାଲ୍ ଉପରେ ଚାଲିଛି ପୋଲ ନିର୍ମାଣ
16/05/2018 at 10:40 PM

କଟକ ରାଣୀହାଟ ପୋଲ ଉପରୁ ଭିଡ ହଟାଇବା ପାଇଁ ତାଳଦଣ୍ଡା କେନାଲ୍ ଉପରେ ଚାଲିଛି ପୋଲ ନିର୍ମାଣ କାମ। ଯୋବ୍ରା ସେଟେଲ୍ମେଣ୍ଟ ଅଫିସ୍ ପାଖରୁ ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲ ପର୍ଯ୍ୟନ୍ତ ତିଆରି ହେଉଛି ଏହି ପୋଲର ଦ୍ବିତୀୟ ପର୍ଯ୍ୟାୟ କାମ। ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପୋଲ ସରିଲେ ଯୋବ୍ରାରୁ ମେଡିକାଲ ପର୍ଯ୍ୟନ୍ତ ରାସ୍ତାର ଦୂରତା କମିଯିବ ବୋଲି କୁହାଯାଇଛି। ତେବେ ଜୁନ୍ ୧୫ ସୁଦ୍ଧା କେନାଲ୍ରେ ପାଣି ଓ ଡିସେମ୍ବର ସୁଦ୍ଧା ପୋଲର ନିର୍ମାଣ ସରିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023