Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

କଟକ ରକ୍ସି ଲେନ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୃତି

8/05/2018 at 10:01 PM

ପ୍ରାୟ୧୦ ବର୍ଷରୁ ଉର୍ଦ୍ଧ ସମୟ ଧରି କଟକ ରକ୍ସିଲେନର ବାସିନ୍ଦା ମାନେ ଏକ ଅସ୍ବାସ୍ଥକର ପରିବେଶ ଭିତରେ କାଳାତିପାତ କରୁଛନ୍ତି।କାରଣ ରକ୍ସିଲେନ୍ ଭିତରେ ଥିବା ମୁଖ୍ୟ ଡ୍ରେନ ଦେଇ ପାଣି ନିଷ୍କାସିତ ହୋଇପାରୁନାହିଁ। ଅବସ୍ଥା ଏମିତିଯେ, ନର୍ଦ୍ଦମା ପାଣି ଲୋକଙ୍କ ଘରେ ମଧ୍ୟ ପସୁଛି। ତେବେ ମହାନଗର ମିଗମ ଏନେଇ ସେଭଳି କିଛି ପଦକ୍ଷେପ ନେଇନାହିଁ। ତେବେ ମାମଲା ଯାଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବାପରେ ଆଜି ସ୍ଥାନୀୟ ବାସିନ୍ଦାଙ୍କ ହାଲ ବୁଝିବାଲାଗି କ୍ଷେତ୍ର ଉପରକୁ ଆସିଛନ୍ତି କଟକ ଜିଲ୍ଲାପାଳ। କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲାପାଳ କହିଛନ୍ତି ପାଣି ନିଷ୍କାସନ ଲାଗି ଖୁବଶୀଘ୍ର ବ୍ୟବସ୍ଥା କରାଯିବ। ସୂଚନା ମଧ୍ୟ ମିଳିଛିଯେ, ରକ୍ସି ଲେନରେ ନୂଆ ଡ୍ରେନ ନିର୍ମାଣ କରିବାପାଇଁ ୮୩ ଲକ୍ଷ ଟଙ୍କା ମଞୁର ହୋଇସାରିଛି। କିନ୍ତୁ ଅନେକ କାରଣ ବଶତଃ ନିର୍ମାଣ କାମ ହୋଇପାରୁନାହିଁ।

Leave a Reply

   Related Posts