କଟକ ରକ୍ସିଲେନ୍ରେ ହୋଇପାରୁନି ଡ୍ରେନେଜ୍ କାମ
4/05/2018 at 11:58 PM

କଟକ ରକ୍ସିଲେନ୍ରେ ହୋଇପାରୁନି ଡ୍ରେନେଜ୍ କାମ । ଲୋକେ ଜାଗା ଛାଡୁ ନଥିବାରୁ ହୋଇପାରୁନି କାମ କହିଛନ୍ତି ସିଏମସି ଡେପୁଟି ମେୟର ଅଜୟ ବାରିକ । ୧୩ ଫୁଟିଆ ରୋଡ୍ ଦେଇ ଡ୍ରେନ କରିବାକୁ ଦାବି । ସାହି ବାସିନ୍ଦ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023