କଟକ ମହାନଦୀ ଉପରେ ନିର୍ମିତ ହୋଇଥିବା ଉତ୍କଳ ଗୌରବ ମଧୁସୂଦନ ସେତୁରେ ସୁରକ୍ଷା ଚିନ୍ତା
1/05/2018 at 10:57 PM

କଟକ ଠାରେ ମହାନଦୀ ଉପରେ ନିର୍ମିତ ହୋଇଥିବା ଉତ୍କଳ ଗୌରବ ମଧୁସୂଦନ ସେତୁକୁ, ଆଜିକୁ ଠିକ୍ ଏକ ମାସ ତଳେ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ସେତୁଟି ଲୋକାର୍ପିତ ହେବାପରେ ଏହାର ଗୁରୁତ୍ବ ଢେରମାତ୍ରାରେ ବଢିଯାଇଛି। କଟକର ଚହଟା ଅ଼ଞ୍ଚଳରୁ ଚୌଦ୍ବାର ବ୍ଲକ, ନୂଆପାଟଣାକୁ ସଂଯୋଗ କରିଥିବା ଏହି ସେତୁରେ ଦୈନିକ ଶହ ଶହ ସଂଖ୍ୟାର ଗାଡି ମୋଟର ଯିବା ଆସିବା କରୁଛି, ଏବଂ ପ୍ରତ୍ୟେହ ସକାଳେ ଏବଂ ସଂଧ୍ୟାରେ ଶତାଧିକ ଲୋକ ଏଠାରେ ଓ୍ବାକିଂ ମଧ୍ୟ କରୁଛନ୍ତି। ହେଲେ ପରିତାପର ବିସୟ, ଯାତ୍ରୀ ମାନଙ୍କର ସୁରକ୍ଷା ବାବଦରେ ପୁଲିସ ବିଭାଗ ଯେତିକି ଧ୍ୟାନ ଦେବାକଥା ସେତିକି ଦେଇନାହିଁ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023