scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଟକ-ଭୁବନେଶ୍ୱରରେ କିଛି ଘର ହେବ ବେଶ୍ୟାଳୟ, ଘୋଷଣା କରିବ ପୋଲିସ

25/06/2018 at 10:42 PM

ଅନୈତିକ ଭାବେ ଦେହ ବ୍ୟବସାୟ କାର୍ଯ୍ୟ ରୋକିବାକୁ କମିଶନରେଟ୍ ପୋଲିସର ବଡ଼ ପଦକ୍ଷେପ। କଟକ-ଭୁବନେଶ୍ୱରରେ କିଛି ଘର ହେବ ବେଶ୍ୟାଳୟ ଘୋଷଣା କରିବ ପୋଲିସ। ତାଲିକା ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ। ଖୁବ୍ ଶିଘ୍ର ଜାରି ହେବ ତାଲିକ।

   Related Posts