କଟକ ବାଦାମବାଡି ଅଞ୍ଚଳରେ ଅସମ୍ଭାଳ ଭିଡ଼
13/06/2018 at 11:42 PM

କଟକ ବାଦାମବାଡି ଅଞ୍ଚଳରେ ଅସମ୍ଭାଳ ଭିଡ଼। ବସଷ୍ଟାଣ୍ଡ ପରିସରରେ ନାହିଁ ନଥିବା ଭିଡ଼। ବାଦାମବାଡ଼ି ଲିଙ୍କ ରୋଡରେ ଦେଖିବାକୁ ମିଳୁଛି ଗାଡ଼ି ମଟରର ଲମ୍ୱା ଧାଡି। ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ଅଧିକ ଟ୍ରାଫିକ ପୋଲିସ ମୁତୟନ କରାଯିବ ବୋଲି ଟ୍ରାଫିକ ଏସିପି କହିଛନ୍ତି।