LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କଟକ -ଚାନ୍ଦବାଲି ନାଳିଆମୁହଁ ଛକନିକଟରେ ୩ବୋଲର ମୁହାଁ ମୁହିଁ ଧକ୍ଳା;୨୦ ଆହତ ୫ଗୁରୁତର

17/05/2018 at 5:05 AM

ଦୁର୍ଘଟଣାରେ ୨୦ ଆହତ ୫ଗୁରୁତର। କଟକ -ଚାନ୍ଦବାଲି ନାଳିଆମୁହଁ ଛକନିକଟରେ ୩ବୋଲର ମୁହାଁ ମୁହିଁ ଧକ୍ଳା । ଆହତ ମାନଙ୍କୁ ପ୍ରଥମେ୧୦୮ଆମ୍ବୁଲାନ୍ସ ରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ତେବେ ୫ ଗୁରତରଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ବୋଲେର ଜବତ କରିବା ସହ ତଦନ୍ତ କରୁଛି ।

Leave a Reply

   Related Posts