vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

କଟକରେ ଷଣ୍ଢଙ୍କ ପାଇଁ ସହାୟତା

24/04/2018 at 12:00 AM

କଟକର ଅମାନିଆ ଷଣ୍ଢ ଆଉ ସହରର ଗଳି ରାସ୍ତାରେ ଷଣ୍ଢ ଲଢେଇ ସହିତ ପ୍ରାୟ ସମସ୍ତେ ପରିଚିତ । କିନ୍ତୁ ସ୍ନେହ ଆଉ ସେବା ଏଭଳି ଅମାନିଆ କଟିକି ଷଣ୍ଢଙ୍କୁ ବି ପୋଷା ମନେଇ ପାରୁଛି । ପଘା ରେ ବନ୍ଧା ହେଇ ରହୁଛନ୍ତି ଷଣ୍ଢ । ବୋଲି ବି ମାନୁଛନ୍ତି, ଦୁର୍ଘଟଣା ,ଲଢେଇ କିମ୍ବା ଆକ୍ରମଣରେ ଗୁରୁତର ଆହତ ଷଣ୍ଢଙ୍କର ଚିକିତ୍ସା ବି ହେଉଛି..ଯେଉଁ ଷଣ୍ଢ ଭଲ ହେବେନି କହି ପଶୁ ଡାକ୍ତର ହାତ ଟେକି ଦେଇଛନ୍ତି, ସେଭଳି ଷଣ୍ଢଙ୍କୁ ବି ନିଜ ପକେଟ୍ ରୁ ଖର୍ଚ୍ଚ କରି ସେବା କରି ଭଲ କରୁଛନ୍ତି ସହରର କିଛି ଯୁବକ, ମହାଦେବ ଷଣ୍ଢ ସେବା ସଙ୍ଘ କରି ସହରର ଆହତ ଓ ରୋଗଗ୍ରସ୍ତ ବୁଲା ଷଣ୍ଢଙ୍କର ସେବା କରି ଉଦାହରଣ ସୃଷ୍ଟି କରିଛନ୍ତି ସହରର ଏହି ଯୁବକ ମାନେ ।

Leave a Reply

   Related Posts