LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କଟକରେ ଷଣ୍ଢଙ୍କ ପାଇଁ ସହାୟତା

24/04/2018 at 12:00 AM

କଟକର ଅମାନିଆ ଷଣ୍ଢ ଆଉ ସହରର ଗଳି ରାସ୍ତାରେ ଷଣ୍ଢ ଲଢେଇ ସହିତ ପ୍ରାୟ ସମସ୍ତେ ପରିଚିତ । କିନ୍ତୁ ସ୍ନେହ ଆଉ ସେବା ଏଭଳି ଅମାନିଆ କଟିକି ଷଣ୍ଢଙ୍କୁ ବି ପୋଷା ମନେଇ ପାରୁଛି । ପଘା ରେ ବନ୍ଧା ହେଇ ରହୁଛନ୍ତି ଷଣ୍ଢ । ବୋଲି ବି ମାନୁଛନ୍ତି, ଦୁର୍ଘଟଣା ,ଲଢେଇ କିମ୍ବା ଆକ୍ରମଣରେ ଗୁରୁତର ଆହତ ଷଣ୍ଢଙ୍କର ଚିକିତ୍ସା ବି ହେଉଛି..ଯେଉଁ ଷଣ୍ଢ ଭଲ ହେବେନି କହି ପଶୁ ଡାକ୍ତର ହାତ ଟେକି ଦେଇଛନ୍ତି, ସେଭଳି ଷଣ୍ଢଙ୍କୁ ବି ନିଜ ପକେଟ୍ ରୁ ଖର୍ଚ୍ଚ କରି ସେବା କରି ଭଲ କରୁଛନ୍ତି ସହରର କିଛି ଯୁବକ, ମହାଦେବ ଷଣ୍ଢ ସେବା ସଙ୍ଘ କରି ସହରର ଆହତ ଓ ରୋଗଗ୍ରସ୍ତ ବୁଲା ଷଣ୍ଢଙ୍କର ସେବା କରି ଉଦାହରଣ ସୃଷ୍ଟି କରିଛନ୍ତି ସହରର ଏହି ଯୁବକ ମାନେ ।

Leave a Reply

   Related Posts